ମହେନ୍ଦ୍ରଗଡ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକଥା ମୋହଦ଼ୟ ଙ୍କ  ସହ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି . ତିରିପତି ରାଓ, ରା ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର,ରା଼ୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ , ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ନାୟକ, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ଗମାଙ୍ଗ,ଗୁମା ବ୍ଲକ ଅଧ୍ୟକ୍ଷା,୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ଜମୁନା ଦଳବେହେରା , ଚନ୍ଦ୍ରଗିରି ଜୋନ୍ ଜିଲ୍ଲା ପରିଷଦ ଶ୍ରୀ  ସୁନିଲ୍ କୁମାର୍ ବିଷୋୟୀ,ଓ ବିଭିନ୍ନ ରାଜନୈତିକ ନେତା ଓ ଅଞ୍ଚଳ ର ବୁଦ୍ଧିଜୀବୀ ସହ ଅଞ୍ଚଳ ବାସୀ ଏହି ଉତ୍ସବ ପାଳନ ପାଇଁ ଯୋଗ ଦେଇଥିଲେ।ତତସଙ୍ଗେ ମୋ଼ହନା ବିଧାୟକ ଓ ମହେନ୍ଦ୍ରଗଡ ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀଙ୍କ ଅଭିଭାଷଣ ର ମୁଖ୍ୟ ଶିକ୍ଷା ହିଁ ସର୍ବାଗ୍ରେ ବୋଲି ବୋଲି କହି ଥିଲେ। ଏବଂ ବିଜେଡି ରା ଉଦୟଗିରି ବ୍ଲକ ସଭାପତି  ଭୀମ ପାଇକ ଓ ବରିଷ୍ଠ ବିଜେଡି ନେତା ଶ୍ରୀ ଜଗବନ୍ଧୁ ଦାସ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ।

Post a Comment

0 Comments