ସୌନ୍ଦର୍ଯ୍ୟ ର ସେରଙ୍ଗ

ଗଜପତି ର କାଶ୍ମୀର
ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ଏହି ଗ୍ରାମର ନାମ "ସେରଙ୍ଗ"। ଜିଲ୍ଲା ସଦର ମହକୁମା ଠାରୁ 32 କିଲୋମିଟର ଦୂରତ୍ୱ ଜଙ୍ଗଲ ଓ ଦେବଗିରୀପର୍ବତ ମାଲରେ ଘେରା ଏହି ସ୍ଥାନର ଅପୁର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ ଓ ମନମୋହି। 
ସ୍ୱଚ୍ଛପରିବେଶ ପୁଣି ଆଧୁନିକ ପ୍ରଦ୍ୟୁଷିତ ବାତାବରଣ ରୁ ଅନେକ ଦୂର। ପର୍ଯ୍ୟଟନ ନିମନ୍ତେ ଅତ୍ୟନ୍ତ ଲାଭଦାୟକ। ଶାନ୍ତ ପରିବେଶ ମଧ୍ୟରେ ଜୀବନର କିଛି ସମୟ କାଟିବ ନିମନ୍ତେ ଊପଯୁକ୍ତ ଯାଗା।

Post a Comment

0 Comments