ଗଜପତି ଜିଲା ପରିଷଦ ଅଧକ୍ଷ ଙ୍କ ତତ୍ପରତା
ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ପଦର ନିର୍ବାଚନ ପରଠାରୁ ମାନନୀୟ ଅଧକ୍ଷ ମହୋଦୟ ଜିଲାର ବିଭିନ୍ନ ବ୍ଲକ ଗସ୍ତକରି ଜନସାଧାରଣଙ୍କ ସୁଖଦୁଃଖ ବୁଝିବାରେ ଲାଗିଥିବା ସାମାଜିକ ଗଣମାଧ୍ୟମରେ ନିରନ୍ତର ଦେଖିବାକୁ ମିଳୁଛି, ପ୍ରାକୃତିକ ବିପର୍ଜୟ ହେଉ କିମ୍ବା ଯେ କୌଣସି କାର୍ଯ୍ୟକ୍ରମ ହେଉ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁଛି. | ଅନେକ ଦିନ ପରେ ଜଣେ ଜନସାଧାରଣ ଙ୍କ ପାଖରେ ପହଂଚିବା ଜିଲ୍ଲା ପରିଷଦ ଅଧକ୍ଷ ଙ୍କୁ ଜିଲ୍ଲା ବାସୀ ଦେଖିବାକୁ ପାଇଛନ୍ତି ତାହାଙ୍କର ଏହି ତତ୍ପରତା ଦେଖିଲେ ଆଗାମୀ ଦିନରେ ନିଶ୍ଚୟ ସରକାରଙ୍କ ଲୋକାଭିମୁଖୀ ବିକାଶ ଯୋଜନା ମାନ ଟ୍ରିନିମୁଲ ସ୍ତରରେ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି ତାଙ୍କ ପ୍ରତି ଅନେକ ଶୁଭକାମନା ସହ ଜିଲ୍ଲାର ବିକାଶ ହେଉ ଏହାହିଁ ଆମର ଏକାନ୍ତ କାମ୍ୟ

0 Comments