ଗଞ୍ଜାମ ବିଜେପି ନେତା ବିଜେଡିରେ ଯୋଗଦାନ

ବିଜେପି ନେତା ତଥା ଗଞ୍ଜାମ ଜିଲ୍ଲା ଘୁମୁସର ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡା ଓ ତାଙ୍କର ଶତାଧିକ ସମର୍ଥକ ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବବିଭାଇଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। Pranab Prakash Das

Post a Comment

0 Comments