ଉପାନ୍ତ ଅଞ୍ଚଳକୁ ସରକାରୀ ବାସ ସେବା
ଆସନ୍ତା କାଲି ଠାରୁ ପାରଳାଖେମୁଣ୍ଡି ଠାରୁ ମଳାସପଦର ସରକାରୀ ବସ୍ ସେବା ଆରମ୍ଭ l "ପାରଳାଖେମୁଣ୍ଡି ଠାରୁ କଟାମା" ସରକାରୀ ବସ୍ ସେବା ଆରମ୍ଭ l
ମୋହନା ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ସହ ଜିଲ୍ଲା ସଦର ମହକୁମା ସହିତ ଯୋଗାଯୋଗ ବ୍ୟବସ୍ଥା କୁ ସୁଗମ କରିବା ନିମନ୍ତେ ରାଜ୍ୟ ପରିବହନର ଦୁଇଗୋଟି ବାସ ଚଳା ଚଳ କରିବାର ବ୍ୟବସ୍ଥା ହୋଇଥିବା ଖବର ଆସିଛି। ଏହି ଖବର ପାଇବା ପରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଉପାନ୍ତ ଅଞ୍ଚଳ ର ଯୋଗା ଯୋଗ ର ବିକାଶ କୁ ସୁଦୃଢ଼ କରିଥିବାରୁ ଅଞ୍ଚଳ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
0 Comments